ଆଞ୍ଚଳିକ ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀଙ୍କୁ ଅବକାରୀ ବିଭାଗର ଛାଟ: ଗାଡ଼ି ସମେତ ଦୁଇ ଗିରଫ ସୀତାରାମ ଅଗ୍ରୱାଲ ଚିଲିକା: ବାଣପୁର-ବାଲୁଗାଁ ଅଞ୍ଚଳରେ ଅନଲକର ସୁଯୋଗ ନେଇ ଚୋରା ଦେଶୀ ମଦବେପାରୀ ସେମାନଙ୍କ ଚୋରା ପସରା ଖୋଲିଥିବାବେଳେ ଗତ କିଛିଦିନ ହେବ ଅବକାରୀ ବିଭାଗ…