ଅପରାଧ ଟାଙ୍ଗୀ: ସୋରଣର ଏକ ପାନ ଦୋକାନରୁ ବିପୁଳ ପରିମାଣର ମଦ ଜବତ, ଦୋକାନୀ ଗିରଫ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ମଝିସାହିର ଏକ ପାନ ଦୋକାନୀ ବେଆଇନ ମଦ ବିକ୍ରି କରୁଥିବାର ସୂଚନା ପାଇଥିଲେ ବାଲୁଗାଁ ଏସଡିପିଓ ମାନସ…