ଧାମନଗର ଉପନିର୍ବାଚନ ଭୋଟଗଣତି

ଧାମନଗର: ଆସନ୍ତାକାଲି ହେବ ଧାମନଗର ଉପନିର୍ବାଚନର ଭୋଟ ଗଣତି। ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କାର୍ଯ୍ୟସୂଚୀ ଅନୁଯାୟୀ ଗଣନା ସକାଳ 8.00 ରୁ ଆରମ୍ଭ ହେବ। ଭଦ୍ରକ…