ଅନ୍ତରାଷ୍ଟ୍ରୀୟ କରୋନା ନେଇ ବ୍ରିଟେନର ଚାଞ୍ଚଲ୍ୟକର ତଥ୍ୟ, ନକଲି କରୋନା ଟୀକା ଆସିପାରେ ବୋଲି କଲେ ସତର୍କ ନୂଆଦିଲ୍ଲୀ, ସାବଧାନ ବଜାରକୁ ଆସିପାରେ ନକଲି କରୋନା ଟୀକା। ରାତାରାତି ଧନି ହେବାର ସ୍ବପ୍ନ ଦେଖୁଥିବା କିଛି ନକଲି କଂପାନୀ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।…