ଆଜିର ଖବର ମିଥୁନ ଚକ୍ରବର୍ତ୍ତୀଙ୍କ ଉପରେ ପଡିଲା ଦୁଃଖର ପାହାଡ଼, ଅଭିନେତାଙ୍କ ମାତା ଶାନ୍ତିରାଣୀଙ୍କର ଦେହାନ୍ତ କଲିକତା: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମାତାଙ୍କ ଦେହାନ୍ତ ହୋଇଛି। ମିଥୁନଙ୍କ ସାନପୁଅ ନମାଶି ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ, ଅଭିନେତାଙ୍କ ମା’…