ଅପରାଧ ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ: ବିଭିନ୍ନ ନର୍ସିଂ ହୋମ୍ ଉପରେ କଲା ଚଢାଉ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏମ୍କେସିଜି ପଛ ଭାଗରେ ଥିବା ଅଳିଆ ଗଦାରେ ଏକ ଭୃଣ ପଡ଼ିଥିବାର ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ…