ଆଞ୍ଚଳିକ ନାକଟିଦେଉଳ ପୁଲିସ୍ ପକ୍ଷରୁ ରକ୍ତଦାନ ଶିବିର, ୪୭ ୟୁନିଟ୍ ରକ୍ତ ସଂଗ୍ରହ କନ୍ଦର୍ପ ବେହେରା ରେଢାଖୋଲ: ଆଜି ନାକଟିଦେଉଳ ପୁଲିସ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଏସ୍ .ପି ବି. ଗଙ୍ଗାଧରଙ୍କ…