ଅପରାଧ ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଆଇଏନଏସ…