ଆଞ୍ଚଳିକ ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ କଳାହାଣ୍ଡି: ଧର୍ମଗଡ଼ ପର୍ଶୁରାମ ସେନା ଆୟୋଜନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ରାହ୍ମଣ ସମାଜର ନୂଆଖାଇ ଭେଟ ଘାଟ ପାଳିତ ହୋଇଯାଇଛି। କଳାହାଣ୍ଡି ସାଂସଦ ବସନ୍ତ…