ଆଜିର ଖବର ସ୍କୁଲର ବିକାଶ ପାଇଁ ୨୩ ଜିଲ୍ଲାର ୬୦୯ ଟି ପ୍ରକଳ୍ପକୁ ମଞ୍ଜୁର କଲା ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ଭୁବନେଶ୍ୱର: ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ଚତୁର୍ଥ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ୨୩ଟି ଜିଲ୍ଲାର ବିଭିନ୍ନ ସ୍କୁଲରେ ଭିତ୍ତିଭୂମିର ବିକାଶ…