ଆଜିର ଖବର ପୂର୍ବ ତଟ ରେଳପଥ ମହାପ୍ରବନ୍ଧଙ୍କ ବ୍ୟାପକ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ଅଭିଯାନର ସମୀକ୍ଷା ଭୁବନେଶ୍ୱର: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଆଜି ପୂର୍ବତଟ ରେଳପଥର ମୁଖ୍ୟାଳୟରେ ସ୍ଥାପିତ ୨୪ ଘଣ୍ଟିଆ ଜରୁରିକାଳୀନ ପ୍ରକୋଷ୍ଠ ପରିଦର୍ଶନ କରି ଚଳିତ ପାର୍ବଣ ଋତୁରେ…