ଆଜିର ଖବର ଅହଂକାର ଯୋଗୁଁ ଲୋକଙ୍କ ପରାମର୍ଶ ନେବାକୁ ଚାହେଁନି ସରକାର: କେନ୍ଦ୍ର ମନ୍ତ୍ରୀ ଗଡକରୀ ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ସରକାରରେ ବ୍ୟାପକ ପରିମାଣରେ ଅହଂକାର ରହିଛି। ସରକାର ଭାବୁଛି ଯେ, ସମସ୍ତ…