ଅପରାଧ ଚେତାବନୀ ସତ୍ତ୍ୱେ ପଞ୍ଜାବ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ପାକିସ୍ତାନ ଆତଙ୍କୀ ନୂଆଦିଲ୍ଲୀ: ପଞ୍ଜାବରେ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମା ପାର ହେଉଥିବା ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଯବାନମାନେ ଗୁଳି କରି ହତ୍ୟା କରିଛନ୍ତି।…