Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚେତାବନୀ ସତ୍ତ୍ୱେ ପଞ୍ଜାବ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ପାକିସ୍ତାନ ଆତଙ୍କୀ
ଅପରାଧ

ଚେତାବନୀ ସତ୍ତ୍ୱେ ପଞ୍ଜାବ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ: ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ଦୁଇ ପାକିସ୍ତାନ ଆତଙ୍କୀ

July 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଞ୍ଜାବରେ ପାକିସ୍ତାନରୁ ଅନ୍ତର୍ଜାତୀୟ ସୀମା ପାର ହେଉଥିବା ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଯବାନମାନେ ଗୁଳି କରି ହତ୍ୟା କରିଛନ୍ତି। ସୂଚନାନୁସାରେ, ପଞ୍ଜାବର ଫିରୋଜପୁର ଜିଲ୍ଲାର ଠହକେଲନ ବିଓପି ନିକଟରେ ଗତକାଲି ୮.୪୮ ମିନିଟରେ ଦୁଇଜଣ ସନ୍ଦିଗ୍ଧ ଭାରତୀୟ ସୀମା ଆଡକୁ ଆସୁଥିବା ଲକ୍ଷ୍ୟ କରାଯାଇଥିଲା। କିନ୍ତୁ ବିଏସଏଫ ଯବାନଙ୍କଠାରୁ ଚେତାବନୀ ଦେବା ସତ୍ତ୍ୱେ ସନ୍ଦିଗ୍ଧ ଆତଙ୍କବାଦୀମାନେ ସୀମା ପାର ହେବାକୁ ଚେଷ୍ଟା କରିଥିଲେ। ତେଣୁ ସୁରକ୍ଷାବାହିନୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯେଉଁଥିରେ ଦୁଇଜଣ ଆତଙ୍କାବାଦୀଙ୍କ ମୃତ୍ୟୁ ହୋଇଛି।

ଅନ୍ତର୍ଜାତୀୟ ସୀମା ଦେଇ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନରୁ ଅନେକ ସମୟରେ ଚେଷ୍ଟା କରାଯାଏ। ଡ୍ରୋନ୍ ଦ୍ୱାରା ଡ୍ରଗ୍ସ କିମ୍ବା ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ଅନେକ ପ୍ରୟାସକୁ ଭାରତୀୟ ଜବାନମାନେ ବିଫଳ କରିଛନ୍ତି। ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମର ବିଫଳତା ପରେ ପାକିସ୍ତାନ ପକ୍ଷରୁ ପଞ୍ଜାବର ଅନ୍ତର୍ଜାତୀୟ ସୀମାରେ ହଲଚଲ ଦେଖିବାକୁ ମିଳୁଛି। ତେବେ ସତର୍କ ସୁରକ୍ଷା ବାହିନୀ ସେମାନଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେଇନାହାଁନ୍ତି।

ଅନ୍ତର୍ଜାତୀୟ ସୀମା ପଞ୍ଜାବ ସୀମା ବିଏସଏଫ ସୀମା ସୁରକ୍ଷା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026

ଆଇପିଏଲ-୨୦୨୭ରେ ଦଳ ପରିବର୍ତ୍ତନ କରିବେ ଏହି ୧୫ ଖେଳାଳି: ତାଲିକାରେ ବଡ଼ ନାମ

June 27, 2026

ସେଚେଲ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

June 27, 2026
Latest News

ଭୁବନେଶ୍ୱରରେ ପୁଣି ବ୍ରାଉନସୁଗାର କାରବାରର ପର୍ଦ୍ଦାଫାସ, ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ; ଜଣେ ଗିରଫ

June 27, 2026

ପ୍ରେମ ପ୍ରତ୍ୟାଖ୍ୟାନର ଭୟଙ୍କର ପ୍ରତିଶୋଧ! ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିବା ଉଦ୍ୟମ

June 27, 2026

ଆଇପିଏଲ-୨୦୨୭ରେ ଦଳ ପରିବର୍ତ୍ତନ କରିବେ ଏହି ୧୫ ଖେଳାଳି: ତାଲିକାରେ ବଡ଼ ନାମ

June 27, 2026

ସେଚେଲ୍ସ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

June 27, 2026

ଆତଙ୍କବାଦୀ ଯୋଜନା ପଣ୍ଡ: ଏକେ-୫୬ ରାଇଫଲ୍ ଏବଂ ଗ୍ରେନେଡ୍ ସହିତ ଦୁଇ ଉଲଫା ଉଗ୍ରବାଦୀ ଗିରଫ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.