ବିଶେଷ ଖବର ବହରୀନରେ ପାକିସ୍ତାନକୁ କଡା ଜବାବ ଦେଲେ ବିଜେଡ଼ି ସାଂସଦ ଡା. ସସ୍ମିତ ପାତ୍ର, ସେୟାର କଲେ ଭିଡିଓ ନୂଆଦିଲ୍ଲୀ: ବହରୀନରେ ଆନ୍ତ- ସଂସଦୀୟ ସଂଘର ୧୪୬ ତମ ବୈଠକରେ ଭାରତର ପ୍ରତିନିଧୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସାଂସଦ ଡା. ସସ୍ମିତ ପାତ୍ର…