ଅନ୍ତରାଷ୍ଟ୍ରୀୟ ବାଇଡେନ ସରକାର ପକ୍ଷରୁ ପାକିସ୍ଥାନକୁ ପ୍ରଥମ ଝଟକା: ଇମ୍ରାନ ଖାଁ ଲାଗି ବଢିବ ଚିନ୍ତା ୱାଶିଂଟନ: ଆମେରିକାରେ ନୂତନ ସରକାର ଆସିବା ପରେ ପାକିସ୍ଥାନକୁ ପ୍ରଥମ ଝଟକା ଲାଗିଛି। ଆମେରିକା ଦକ୍ଷିଣ ଏସିଆର ଥିବା ତିନୋଟି ଦେଶ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀ…