Categories
ଆଜିର ଖବର ଜାତୀୟ ଖବର

ପାଲି ଓ ମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଭିକ୍‌କୁ ସଂଘର ସଦସ୍ୟ

ନୂଆଦିଲ୍ଲୀ: ମୁମ୍ବାଇ ଭିକ୍‌କୁ ସଂଘର ସଦସ୍ୟମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ଏବଂ ପାଲି ଏବଂ ମରାଠୀକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ ନିଷ୍ପତ୍ତିରେ ଖୁସି ବ୍ୟକ୍ତକରିଛନ୍ତି।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ମୁମ୍ବାଇ ଭିକ୍‌କୁ ସଂଘର ସଦସ୍ୟମାନେ ମୋତେ ଭେଟି ପାଲି ଏବଂମରାଠୀକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିବାକୁ କ୍ୟାବିନେଟ୍ନିଷ୍ପତ୍ତିରେ ଆନନ୍ଦ ପ୍ରକାଶ କରିଥିଲେ। ସେମାନେ ବୌଦ୍ଧ ଧର୍ମ ସହପାଲି ଭାଷାର ଦୃଢ଼ ସଂଯୋଗକୁ ମନେ ପକାଇଲେ ଏବଂ ଆଗାମୀଦିନରେ ଅଧିକ ଯୁବପିଢ଼ୀ ପାଲି ବିଷୟରେ ଜାଣିବେ ବୋଲିଆତ୍ମବିଶ୍ୱାସ ପ୍ରକାଶ କରିଥିଲେ।”