ଆଜିର ଖବର ନିର୍ବାଚନ ଟିକେଟ କଟିଯିବା ଭୟରେ ଏମଏସପି ପ୍ରସଙ୍ଗ ଉଠାଉନାହାନ୍ତି ବିଧାୟକ କିମ୍ବା ସାଂସଦ: ବରୁଣ ଗାନ୍ଧୀ ବରେଲି/ପିଲିଭୀତ: ପୁଣିଥରେ ନିଜ ସରକାରକୁ ବରୁଣ ଗାନ୍ଧୀ ଟାର୍ଗେଟ କରିଛନ୍ତି। ବିଜେପି ସାଂସଦ କରିଛନ୍ତି ଯେ, ସେ କେବଳ ଆଖୁ ପାଇଁ ଏମଏସପି ବୃଦ୍ଧି ପ୍ରସଙ୍ଗ ଉଠାଇଥିବା…