ପୁରୀ ଗୁଳିକାଣ୍ଡ

ପୁରୀ: ଆଜି ସଂଧ୍ୟାରେ ପୁରୀର ଏମାର ମଠ ନିକଟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଜଣେ ଦୁର୍ବତ ଦୁଇ ରାଉଣ୍ଡ ଗୁଳି ଚାଳନା କରି ସେଠାରୁ ଫେରାର ହୋଇଯାଇଛି।…