ଆଜିର ଖବର ଆଜି ଶ୍ରୀମନ୍ଦିର ପରିଚାଳନା କମିଟର ବୈଠକ, ଉଠିପାରେ କୋଭିଡ ନେଗେଟିଭ ରିପୋର୍ଟ ବ୍ୟବସ୍ଥା ଭୁବନେଶ୍ବର, ଆଜି ମଧ୍ୟାହ୍ନରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟର ବୈଠକ। ବର୍ତ୍ତମାନ କିଛିଦିନ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ କରିବାକୁ ଛଡାଯାଇଛି। ଏହି ଭିତରେ କଣ ରହଛି ସ୍ଥିତି…