ଆଜିର ଖବର ପୂଜା ପେଣ୍ଡାଲରେ କିଛି ଅଘଟଣ ଘଟିଲା କି ? ତେବେ କାହାକୁ କରିବେ ଫୋନ ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ବର୍ତ୍ତମାନ ଚାରିଆଡେ ଚଳଚଞ୍ଚଳ। ରଂଗବେରଂଗର ଆଲୋକମାଳା ସହିତ ସୁଉଚ୍ଚ ତୋରଣରେ ଝଲକୁଛି ରାଜଧାନୀ। ତେବେ ଏହି ସମୟରେ ଅଗ୍ନୀକାଣ୍ଡ ଘଟିବାର ସମ୍ଭାବନା ବହୁତ…