ଅନ୍ତରାଷ୍ଟ୍ରୀୟ ପୂର୍ବ ୟୁକ୍ରେନର ସ୍କୁଲ ଉପରେ ବୋମା ମାଡ଼ କଲା ଋଷ, ୬୦ ଲୋକଙ୍କ ମୃତ୍ୟୁ ଆଶଙ୍କା ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାମ ଧରୁନାହିଁ ଏବଂ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ବର୍ତ୍ତମାନ ପୂର୍ବ ୟୁକ୍ରେନରେ…