ଜାତୀୟ ଖବର ରକ୍ତରେ ଅମ୍ଳଜାନ ସ୍ତର ଠିକ୍ ରଖିବାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥା ବାହାର କଲା ନୂଆ ଯନ୍ତ୍ର ନୂଆଦିଲ୍ଲୀ, ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆରଡିଓ ପକ୍ଷରୁ ଏସପିଓ୨ ଭିତ୍ତିକ ଏକ ସପ୍ଲିମେଣ୍ଟାରୀ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା (ଏକ ଯନ୍ତ୍ର) ବିକଶିତ କରାଯାଇଛି ।…