ଆଜିର ଖବର ପ୍ରଭୃ ଶ୍ରୀଜଗନ୍ନାଥ ବର୍ଷକୁ ଥରେ କାହିଁକି ଗଜାନନ ବେଶ ଧାରଣ କରନ୍ତି ଭୁବନେଶ୍ବର: ପ୍ରଭୃ ଶ୍ରୀ ଜଗନ୍ନାଥ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ…