ଅନ୍ତରାଷ୍ଟ୍ରୀୟ ଟିମ୍ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି, ଜାଣନ୍ତୁ ପ୍ଲେଇଂ-୧୧ ଏବଂ ପାଣିପାଗ ସ୍ଥିତି ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ହାମିଲଟନର ସିଡନ୍ ପାର୍କରେ ଅନୁଷ୍ଠିତ…