ଆଜିର ଖବର ‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ: ଭୁବନେଶ୍ଵର ସାଂସଦଙ୍କୁ ଟାର୍ଗେଟ କଲା କଂଗ୍ରେସ ଭୁବନେଶ୍ଵର: ଭୁବନେଶ୍ଵର ସାଂସଦଙ୍କ ଦ୍ଵାରା ନିର୍ମିତ ‘ଫୁଟ ଓଭର ବ୍ରିଜ’ ପ୍ରକଳ୍ପକୁ ନେଇ କଂଗ୍ରେସ ପକ୍ଷରୁ ସାଂଘାତିକ ଅଭିଯୋଗ କରାଯାଇଛି। ଖୋର୍ଦ୍ଧାରେ ନିର୍ମିତ ‘ଫୁଟ ଓଭର ବ୍ରିଜ’…