ଅପରାଧ କଙ୍ଗନା ରଣାୱତଙ୍କ ବିବୃତ୍ତିକୁ ନେଇ ବିବାଦ, ପଦ୍ମଶ୍ରୀ ପୁରଷ୍କାର ଫେରେଇ ଆଣିବା ପାଇଁ ଜୀତନରାମ ମାଞ୍ଝିଙ୍କ ଦାବି ନୂଆଦିଲ୍ଲୀ: ଭାରତର ସ୍ଵାଧୀନତା ଉପରେ ବକ୍ତବ୍ୟ ଦେବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିବାଦ ଘେରକୁ ଆସିଛନ୍ତି। କଙ୍ଗନା ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଛନ୍ତି…