ବଡ଼ ବନ୍ୟା ଆଶଙ୍କା

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ। ଲଗାତାର ବଢ଼ୁଛି ଜଳସ୍ତର। ରାଜଘାଟଠାରେ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିବାରୁ ଉତ୍ତର…