ଅନ୍ତରାଷ୍ଟ୍ରୀୟ ଜନ୍ମଦିନ ପାଳନ କରୁଥିବାବେଳେ ଆଖିବୁଜା ଗୁଳି ଚଳାଇଲେ ବନ୍ଧୁକଧାରୀ: ଆଠ ମୃତ, ୩ ଗୁରୁତର ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ସହରରେ ଜନ୍ମଦିନ ପାଳନ କରୁଥିବା ଲୋକଙ୍କ ଉପରେ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ…