ଆଜିର ଖବର ଜଗତସିଂହପୁର: ପାସେଞ୍ଜର ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଜଗତସିଂହପୁର -ମାଛଗାଁ ରାସ୍ତାର ଯୋଗଧାରୀ ଠାରେ ଆଜି ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…