ଆଜିର ଖବର ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ: ଜାଣନ୍ତୁ ଏହାର ଇତିହାସ ଓ ନୀତିକାନ୍ତି ବାଣପୁର: ଦେବୀ ଭଗବତୀଙ୍କ ପିତ୍ରାଳୟଭାବରେ ପରିଚିତ ବାଣପୁରର ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଦକ୍ଷେଶ୍ଵର ମନ୍ଦିର ଯାହା ଦକ୍ଷ ପ୍ରଜାପତି ମନ୍ଦିର ଭାବରେ ମଧ୍ୟ ଜନାଦୃତ। ଭାରତ ବର୍ଷର…