ଆଜିର ଖବର ବାଣୀବିହାର ଖୋଲୁଖୋଲୁ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, କୁଳପତି ଅଫିସ ଘେରାଉ ଭୁବନେଶ୍ବର, ଆଜି ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟପକ୍ଷ ମଧ୍ୟରେ ଗାଳିଗୁଲଜ ସହିତ ଆକ୍ରମଣ କରିବାରୁ ଜଣେ ଛାତ୍ର ଆହତ…