ବାତ୍ୟା ପାଇଁ ଜରୁରୀ ବୈଠକ

ଭୁବନେଶ୍ବର: ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଡାକିଛନ୍ତି ଜରୁରୀ ବୈଠକ। ଏହି ବୈଠକ ଲୋକସେବା ଭବନରେ ଆଜି ଅପରାହ୍ନରେ ହେବ। ମୁଖ୍ୟ ଶାସନ ସଚିବ…