ଆଞ୍ଚଳିକ ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ ବାଲୁଗାଁ: ବାଲୁଗାଁ ଗୋପବନ୍ଧୁ ନଗରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଆଜି ଶ୍ରୀଅରବିନ୍ଦଙ୍କ ସିଦ୍ଧିଦିବସ ଅବସରରେ ବାର୍ଷିକ ପ୍ରକଳ୍ପ ଭିତ୍ତିକ ବିଜ୍ଞାନ, ସାହିତ୍ୟ, ଇତିହାସ, ଭୂଗୋଳ, ଚିତ୍ରାଙ୍କନ, ହସ୍ତ…