ଆଜିର ଖବର ରାଜସ୍ଥାନରେ ଏଚ୍ଆରଆରଏଲ ପାଇଁ ମୂଲ୍ୟ ଓ ଇକ୍ୱିଟି ନିବେଶ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଏଚପିସିଏଲ୍ ରାଜସ୍ଥାନ ରିଫାଇନାରୀ ଲିମିଟେଡ୍ (ଏଚ୍ଆରଆରଏଲ) ପ୍ରକଳ୍ପର ସଂଶୋଧିତ ମୂଲ୍ୟକୁ ଅନୁମୋଦନ କରିଛି।…