ଆଞ୍ଚଳିକ ପଂଚାୟତ ବିଜେଡ଼ି କାର୍ଯ୍ୟକାରୀ ସଭାପତି ହେଲେ ବିଚିତ୍ରାନନ୍ଦ ପ୍ରଧାନ କୁଜଙ୍ଗ: କୁଜଙ୍ଗ ପଂଚାୟତ ବିଜେଡ଼ିକୁ ମଜବୁତ୍ କରିବା ଲକ୍ଷରେ ଆଜି କୁଜଙ୍ଗ ଅଂଚଳର ଯୁବ ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନଙ୍କୁ ପଂଚାୟତ ବିଜେଡ଼ି କାର୍ଯ୍ୟକାରୀ…