ଆଜିର ଖବର ଚନ୍ଦନ କାଠ ତସ୍କର ବୀରାପାନର ଝିଅ ବିଦ୍ୟା ଏବେ ତାମିଲନାଡୁ ଯୁବ ବିଜେପିର ଉପସଭାପତି ଚେନ୍ନାଇ: କୁଖ୍ୟାତ ଚନ୍ଦନକାଠ ତସ୍କର ବୀରାପାନ୍। ଯାହାଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଆତଙ୍କ ଖେଳି ଯାଉଥିଲା, ଯାହାଙ୍କ ନାଁରେ ଥିଲା ଦେଢଶହରୁ ଅଧିକ ନରହତ୍ୟା ମାମଲା,…