ବିନୟ ଶ୍ରୀକାନ୍ତ ପ୍ରଧାନ

ନୂଆଦିଲ୍ଲୀ, ପୂର୍ବ ଆଫ୍ରିକାର ଦେଶ ତାଞ୍ଜାନିୟାର ହାଇ କମିଶନର ଭାବେ ନିଯୁକ୍ତ ପାଇଛନ୍ତି ବିନୟ ଶ୍ରୀକାନ୍ତ ପ୍ରଧାନ। ୨୦୦୨ ବ୍ୟାଚର ଆଇଏଫଏସ ଅଧିକାରୀ ହେଉଛନ୍ତି ବିନୟ ଶ୍ରୀକାନ୍ତ।…