ଜାତୀୟ ଖବର ବିବାଦୀୟ ୱାକଫ ବିଲ ଉପରେ ସୁପ୍ରିମ କୋର୍ଟଙ୍କ ବଡ ରାୟ, ସଂପୂର୍ଣ୍ଣ ବିଲ ରଦ୍ଦ ହୋଇପାରିବ ନାହିଁ ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବହୁ ବିବାଦୀୟ ୱାକଫ ଆଇନ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଲେ। କିନ୍ତୁ ୱାକଫ ସଂଶୋଧନ ଆଇନ, 2025 ର କିଛି ବ୍ୟବସ୍ଥାକୁ କୋର୍ଟ…