ଆଜିର ଖବର ୨୦୨୫-୨୬ ସୁଦ୍ଧା ଅତିରିକ୍ତ ୨୦,୦୦୦ ସମବାୟ ସମିତି ସହିତ ଯୋଗାଯୋଗ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଭାରତୀୟ ବିଜ୍ ସହକାରୀ ସମିତି ଲିମିଟେଡ୍ (ବିବିଏସଏସଏଲ)ର ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ।…