ଆଜିର ଖବର ୧୪୩ ପ୍ରକାର ସାମଗ୍ରୀ ଉପରେ ଜିଏସ୍ଟି ହାର ବୃଦ୍ଧି ସଂକ୍ରାନ୍ତ ବିଭ୍ରାନ୍ତିକର ଖବର ସମ୍ପର୍କରେ ସ୍ପଷ୍ଟୀକରଣ ନୂଆଦିଲ୍ଲୀ: କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ୧୪୩ ପ୍ରକାର ସାମଗ୍ରୀର ଜିଏସ୍ଟି ହାର ବଢାଇବାକୁ ରାଜ୍ୟ ସରକାରମାନଙ୍କଠାରୁ ମତାମତ ମଗାଯାଇଛି । କିଛି ଗଣମାଧ୍ୟମ ମଧ୍ୟ…