Hockey Worldcup23 ସ୍କୁଲ ସ୍ତରରେ ହକି ସହ ଅନ୍ୟ କ୍ରୀଡା ପ୍ରତିଯୋଗୀତା କରିବାକୁ ଦିଆଗଲା ନିର୍ଦ୍ଦେଶ ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍-୨୦୨୩ ଆସନ୍ତା ଜାନୁୟାରୀ ୧୩ ତାରିଖଠାରୁ ୨୯ତାରିଖ ପର୍ଯ୍ୟନ୍ତ ଉଭୟ ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ…