Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁ ଭିଜିଲାନ୍ସ ଦ୍ଵାରା ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରାହ୍ମପୁର: ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ ଙ୍କୁ ଗତ କିଛି ଦିନ ତଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି। ଇତ୍ୟବସରରେ ସମ୍ପତ୍ତିର ଆକଳନ ଅନୁସାରେ ଅଧିକାରୀ ସାହୁଙ୍କ ସମ୍ପତ୍ତି ବହୁ ଗୁଣରେ ଅଧିକ ହେତୁ ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।