ଆଜିର ଖବର ବିଦେଶରୁ ଦିଲ୍ଲୀରେ ପହଞ୍ଚିଲେ ସୁଦ୍ଧା ଘରକୁ ଫେରିଲାନି ପୁଅ: ବାଲୁଗାଁ ଥାନାରେ ଏତଲା ଦେଲେ ବାପା ବାଲୁଗାଁ (ସୀତାରାମ ଅଗ୍ରୱାଲ): ପରିବାର ପୋଷଣ ପାଇଁ ଦୀର୍ଘ ତିନି ବର୍ଷ ଧରି ବିଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ନିଜ ଘରକୁ ଫେରିବା ନେଇ ଜଣାଇଥିଲେ ସୁଦ୍ଧା…