ଆଜିର ଖବର ଚାରି ଦିଗରୁ ସିଲ୍ ହେଲା ବ୍ରହ୍ମପୁର, ସହର ଭିତରକୁ ଯିବା ଆସିବା ମନା ବ୍ରହ୍ମପୁର, କରୋନା ସଂକ୍ରମଣକୁ ରୋକିବା ସକାଶେ ବ୍ରହ୍ମପୁର ସହର ସୀମାକୁ ସିଲ୍ କରି ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ବିଏମସି କମିଶନର ଏହି ଘୋଷଣା କରିଛନ୍ତି। ବ୍ରହ୍ପପୁର…