ଆଜିର ଖବର କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା କଲେ ଯୁବକ: କାରଣ ଅସ୍ପଷ୍ଟ ଭୁବନେଶ୍ଵର: ଭୁବନେଶ୍ଵର କଂଗ୍ରେସ ଭବନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ତାଲା ଭାଙ୍ଗି କିଛି ଯୁବକ…