ଆଜିର ଖବର ଆଇଆଇଟି ମାଡ୍ରାସରେ 5G ର ସଫଳ ପରୀକ୍ଷଣ, ଭଏସ୍ ଏବଂ ଭିଡିଓ କଲ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେନ୍ନାଇ: ଆଇଆଇଟି ମାଡ୍ରାସରେ 5G କଲ୍ ସଫଳତାର ସହିତ ପରୀକ୍ଷଣ ହୋଇଛି। ଏହି ଅବସରରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 5G ଭଏସ୍ ଏବଂ ଭିଡିଓ…