Categories
ଆଜିର ଖବର ରାଜ୍ୟ ଖବର ସିନେମା

ଆସନ୍ତାକାଲିଠାରୁ ରାଜଧାନୀରେ ଆରମ୍ଭ ହେବ ଭୁବନେଶ୍ବର ଚଳଚିତ୍ର ଉତ୍ସବ, ଜାଣନ୍ତୁ କେଉଁଦିନ କଣ ଅଛି

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜଧାନୀରେ ଆରମ୍ଭ ହେଉଛି ଭୁବନେଶ୍ବର ଫିଲ୍ମ ଫେଷ୍ଟିଭାଲ। ଏହି ଉତ୍ସବ ଜୟଦେବ ଭବନରେ ଚାରିଦିନ ଧରି ଚାଲିବ। ଏଥିରେ ପ୍ରତ୍ୟେକ ଦିନ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ପାଞ୍ଚଟି ଲେଖାଏଁ ସିନେମା ପ୍ରଦର୍ଶିତ କରାଯିବ। ସେଗୁଡିକ ହେଲା

Bubaneswar Film Festival ( Click- thesamikhsya.com )

ଏହି ଉତ୍ସବରେ ମୋଟ 20 ଟି ଚଳଚିତ୍ର ପ୍ରଦର୍ଶିତ ହେଉଥିବା ବେଳେ ସେଥିରେ ଓଡିଆ ଚଳଚିତ୍ର 10ଟି ରହିଛି। ସେହିପରି ବଙ୍ଗଳା, ହିନ୍ଦି, କନ୍ନଡ ଛତିଶଗଡି, ମରାଠି ଏବଂ ଗୁଜୁରାଟୀ ପ୍ରମୁଖ ଭାଷାର ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ।