ବିଶେଷ ଖବର ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବରରେ ତାଣ୍ଡବ ସୃଷ୍ଟି କରିଛି କାଳବୈଶାଖୀ। ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳି ଘଡଘଡି ପୁରା ରାଜଧାନୀର ଛାତି ଥରାଇଦେଲା। ଚାରିଆଡି ପ୍ରବଳ…