ଆଜିର ଖବର ଭୂମିକମ୍ପ ବିପଦର ମୁକାବିଲା ପାଇଁ ଉତ୍ତରାଖଣ୍ଡରେ ମକ୍ ଡ୍ରିଲ୍ ଡେରାଡୁନ୍: ଭୂମିକମ୍ପର ବିପଦର ମୁକାବିଲା ପାଇଁ ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ମକ୍ ଡ୍ରିଲ୍ କରାଯାଇଥିଲା। ପୌଡି ଜିଲ୍ଲାରେ ଅଭ୍ୟାସ ସମୟରେ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା…